ଏମିତି ଐତିହ୍ୟ ଜଗିଛି ଏଏସ୍‌ଆଇ : ବର୍ଜ୍ୟରେ ପୋତି ହେଲାଣି ଗଡ଼ଖାଇ

କଟକ: ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ) ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣକୁ ନେଇ କିଭଳି ଯତ୍ନବାନ ତାହା କଟକର ଐତିହାସିକ ବାରବାଟୀ ଦୁର୍ଗ ଓ ଗଡ଼ଖାଇର ସ୍ଥିତିକୁ ଦେଖିଲେ ପ୍ରମାଣ ମିଳୁଛି। ୯୦ ଦଶକ‌ରେ ଖନନ ହୋଇଥିବା ବାରବାଟୀ ଦୁର୍ଗ ଭିତର ଉଦ୍ଧାର କୀର୍ତ୍ତିରାଜି, ଭଗ୍ନାବଶେଷ ସଂରକ୍ଷିତ ହୋଇ ରହିବା ବଦଳରେ ଭୁଶୁଡି ପଡିଲାଣି। ଚାରିପଟୁ ମାଟି ଧସିଲାଣି। ଖନନ ବେଳେ ଯାହା କିଛି ସନ୍ଧାନ ମିଳିଥିଲା ସେ ସବୁ … Continue reading ଏମିତି ଐତିହ୍ୟ ଜଗିଛି ଏଏସ୍‌ଆଇ : ବର୍ଜ୍ୟରେ ପୋତି ହେଲାଣି ଗଡ଼ଖାଇ